ଭୁବନେଶ୍ୱରରେ କ୍ରିକେଟ ଭିତ୍ତିଭୂମି ଭଲ ନଥିବାରୁ ଭଲ କ୍ରିକେଟର ବାହାରି ପାରୁନାହାନ୍ତି । ଏଥିପ୍ରତି ରାଜ୍ୟ ସରକାର ଓ ଓସିଏ ଧ୍ୟାନ ଦେବା ଜରୁରୀ ।