ପ୍ରଦ୍ୟୁଷଣ ଏବଂ ଦୁର୍ଘଟଣା ରୋକିବାକୁ ସରକାରଙ୍କ ପଦକ୍ଷେପ । EV ଗାଡି ବ୍ୟବହାର କଲେ ସମ୍ପୂର୍ଣ ଗାଡିର ମୂଲ୍ୟ ଉପରେ ବଡ଼ ସବସିଡି ଦେବ ପରିବହନ ବିଭାଗ।