1991ରେ 'ଦସ୍କି ଗଲା' ସହ ସଙ୍ଗୀତ ଜଗତରେ ଡେବ୍ୟୁ । ଭକ୍ତି ସଙ୍ଗୀତ ହେଉ ଅବା ସମ୍ବଲପୁରୀ, ଓଲିଉଡ ହେଉ ଅବା ଆଲବମ୍ ସବୁଥିରେ ମାହିର ଓଡି଼ଆ ଇଣ୍ଡଷ୍ଟ୍ରିର 'ଦାଦା' ।