ରିଭର୍ସ ସ୍ପିଡ ପେଣ୍ଟର ଆୟୁଷ; କାନଭାସରେ ଓଲଟା ଆଙ୍କୁଛନ୍ତି ଚିତ୍ର, ଦେଉଛନ୍ତି ସାମାଜିକ ବାର୍ତ୍ତା
2025-09-11 33 Dailymotion
ଆଜି ପର୍ଯ୍ୟନ୍ତ 100ରୁ ଅଧିକ ରିଭର୍ସ ପେଣ୍ଟିଂ କରିଛନ୍ତି ଆୟୁଷ । 50ରୁ ଅଧିକ ରାଜ୍ୟ ଓ ଜାତୀୟ କାର୍ଯ୍ୟକ୍ରମରେ ସାମିଲ ହୋଇ ଲାଇଭ ରିଭର୍ସ ପେଣ୍ଟିଂ କଳା ଦେଖାଇଛନ୍ତି ।