ନେପାଳରେ ଫସିଛନ୍ତି ହଜାରରୁ ଊର୍ଦ୍ଧ୍ବ ଓଡ଼ିଆ, ସୁରକ୍ଷିତ ପ୍ରତ୍ୟାବର୍ତ୍ତନ ପାଇଁ ସରକାରଙ୍କୁ ନିବେଦନ
2025-09-11 2 Dailymotion
କେନ୍ଦ୍ରାପଡା ଡିଭିଜିନାଲ ଲେବର କମିଶନର ପ୍ରଦୀପ ମହାନ୍ତିଙ୍କ ପ୍ରତିକ୍ରିୟା 'ନେପାଳରେ କେନ୍ଦ୍ରାପଡା ଜିଲ୍ଲାରୁ କେତେ ଲୋକ ଅଛନ୍ତି ଆମ ପାଖରେ ତଥ୍ଯ ନାହିଁ । ଏହା ଇମିଗ୍ରେସନ ଆକ୍ଟରେ ଆସୁଛି । '