Surprise Me!

'କ୍ଷମା ନମାଗିଲେ ନୀଳଗିରି ବିଧାୟକଙ୍କ ନାଁ'ରେ ହେବ ୫୦ କୋଟି ଟଙ୍କାର ମାନହାନୀ ମାମଲା'- ଲେଖାଶ୍ରୀ

2025-09-11 4 Dailymotion

ନୀଳଗିରି ବିଧାୟକ ସନ୍ତୋଷ ଖଟୁଆ - ବିଜେଡି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ବିବାଦ କୋର୍ଟରେ ପହଁଚିଛି। କ୍ଷମା ନମାଗିଲେ ନୀଳଗିରି ବିଧାୟକଙ୍କ ନାଁ'ରେ ମାନହାନୀ ମାମଲା ହେବ ବୋଲି କହିଛନ୍ତି ଲେଖାଶ୍ରୀ।

Buy Now on CodeCanyon