Surprise Me!

ନେପାଳରୁ ଉଦ୍ଧାର ହେଲେ 23 ଓଡ଼ିଆ ପର୍ଯ୍ୟଟକ, ପରିବାର ଆଶ୍ୱସ୍ତ

2025-09-12 3 Dailymotion

ନେପାଳରେ ଫସିଥିବା ଯାଜପୁର ଜିଲ୍ଲାର ୨୩ ପର୍ଯ୍ୟଟକଙ୍କୁ ଉଦ୍ଧାର କରାଯାଇଛି । ସୋସିଆଲ ମିଡିଆରେ ମନ୍ତ୍ରୀ ସୂର୍ଯ୍ୟବଂଶୀଙ୍କ ସୂଚନା ।

Buy Now on CodeCanyon