ନେପାଳରେ ଫସିଥିବା ଯାଜପୁର ଜିଲ୍ଲାର ୨୩ ପର୍ଯ୍ୟଟକଙ୍କୁ ଉଦ୍ଧାର କରାଯାଇଛି । ସୋସିଆଲ ମିଡିଆରେ ମନ୍ତ୍ରୀ ସୂର୍ଯ୍ୟବଂଶୀଙ୍କ ସୂଚନା ।