ବିଜେଡି ଛାଡିଲେ ବରିଷ୍ଠ ନେତା ତଥା ପୂର୍ବତନ ଖଣିମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ । ଇସ୍ତଫା ପରେ ଦଳ ତାଙ୍କୁ ନିଲମ୍ବନ କରିଛି । ବିଜେଡି ଟିକେଟରେ 4ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ।