ପୂର୍ତ୍ତ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କୁ ବନ୍ଧୁକ ମୁନରେ ଧମକ । ମିଛ ବିଲ ପାସ କରିବା ପାଇଁ ତାଗିଦ୍ । ଥାନାରେ ମାମଲା ।