Surprise Me!

ବ୍ରହ୍ମପୁରର କ୍ଲାଇମେଟ ଚମ୍ପିଆନ ସ୍ୱର୍ଣ୍ଣଲତା ସାହୁ; ଜଳବାୟୁ ସମ୍ପର୍କିତ ଜ୍ଞାନ ଦେଇ ମହିଳା ଚାଷୀଙ୍କୁ କରୁଛନ୍ତି ସଶକ୍ତ

2025-09-12 2 Dailymotion

ସ୍ୱର୍ଣ୍ଣଲତା ସାହୁ, ଏକ ଶାନ୍ତସ୍ନିଗ୍ଧ ଚେହେରା, ସାଧାସିଧା ପୋଷାକ ଭିତରୁ ଉତୁରି ଆସୁଛି ଦାମ୍ଭିକ ବ୍ୟକ୍ତିତ୍ୱର ଝଲକ । କାନ୍ଧର ବ୍ୟାଗ ତାଙ୍କର ଦାୟିତ୍ୱବୋଧର ପ୍ରତିଶ୍ରୁତି, ବେକର ଆଇଡେଣ୍ଟି କାର୍ଡ ଆତ୍ମବିଶ୍ୱାସର ପରିଚୟ ।

Buy Now on CodeCanyon