ଗଞ୍ଜାମର ଗୌରବ, ଲୋକନୃତ୍ୟ ‘କୃଷ୍ଣଲୀଳା’କୁ 90 ବର୍ଷରୁ ଅଧିକ ସମୟ ଧରି ସାଧନା କରିଥିବା ୧୦୭ ବର୍ଷୀୟ ପଦ୍ମଶ୍ରୀ ଗୋପିନାଥ ସ୍ୱାଇଁ...ବାର୍ଦ୍ଧକ୍ୟ ଓ ରୋଗଶଯ୍ୟାରେ ବି କୃଷ୍ଣଭଜନରେ ଲୀନ ।