Surprise Me!

ପରଦାରେ ଓଡ଼ିଆ ଫିଲ୍ମ 'ଲହରୀ', ଓଡ଼ିଶା ଟୁରିଜିମ୍ ସହ ବାପା-ପୁଅଙ୍କ ଅତୁଟ ସମ୍ପର୍କର କାହାଣୀ ଦେଖିଲେ ଦର୍ଶକ

2025-09-13 4 Dailymotion

ରିଲିଜ ହୋଇଛି ଝିଲ୍ଲିକ ଭଟ୍ଟାଚାର୍ଯ୍ୟଙ୍କ ଫିଲ୍ମ 'ଲହରୀ' । ଅନ୍ତର୍ଜାତୀୟ ସ୍ତରରେ ପ୍ରଶଂସିତ ପରେ ଏବେ ପରଦାକୁ ଆସିଛି ଫିଲ୍ମ । ପ୍ରଥମ ଦିନରେ ଫିଲ୍ମକୁ ନେଇ ଭିନ୍ନ କ୍ରେଜ ଦେଖିବାକୁ ମିଳିଛି ।

Buy Now on CodeCanyon