ଗାଁକୁ ନାହିଁ ରାସ୍ତା, ମୌଳିକ ସୁବିଧାରୁ ବଞ୍ଚିତ ନିଆଳି ବ୍ଲକର ଭାରତୀ ହୁଡା ଗ୍ରାମବାସୀ । ରାସ୍ତା ପାଇଁ ଜମି ଦେବାକୁ ଅପିଲ୍ କଲେ ସ୍ଥାନୀୟ ବିଧାୟକ ।