ଆର୍ଥିକ ଅନଟନ ବାଟ ଓଗାଳିଥିଲା, ହେଲେ ସେ ଅଟକି ନଥିଲେ । ଡ଼ାକ୍ତର ହେବାର ନିଶା ପାଖରେ ସବୁ ପ୍ରତିବନ୍ଧକ ତୁଚ୍ଛ ହୋଇଥିଲା ।