Surprise Me!

ସ୍କୁଲ ଫେରିବେ ଡ୍ରପ ଆଉଟ ପିଲା, ଓଡ଼ିଶା ସରକାରଙ୍କ 'ଆସ ସ୍କୁଲ ଯିବା' ଅଭିଯାନ

2025-09-14 8 Dailymotion

ଶିକ୍ଷାର ମୁଖ୍ୟ ସ୍ରୋତରେ ସାମିଲ ହେବେ ଅଧାରୁ ପାଠ ଛାଡ଼ିଥିବା ଓ ବିଦ୍ୟାଳୟରେ ଆଦୌ ନାମ ଲେଖାଇ ନଥିବା ପିଲା । ଓଡ଼ିଶା ସରକାରଙ୍କ ପକ୍ଷରୁ ଅଭିଯାନ ଆରମ୍ଭ ।

Buy Now on CodeCanyon