ରାଜ୍ୟରେ ୩୦ଟି ଜିଲ୍ଲାରେ ପ୍ରାଣୀ ଚିକିତ୍ସାଳୟରେ ପ୍ରାଣୀମାନଙ୍କ ଚିକିତ୍ସା ଚାଲିଛି । ମାସିକ ପ୍ରତି ବ୍ଲକକୁ ମାତ୍ର ୧୫ ହଜାର ଟଙ୍କା ମୂଲ୍ୟର ଔଷଧ ଆସୁଛି ।