ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା' ସମଲେଶ୍ୱରୀଙ୍କ ପୀଠରେ ଭୋଗ ମଣ୍ଡପରେ ମିଳିବ ଜୈବିକ ପଦ୍ଧତିରେ ଚାଷ ହୋଇଥିବା ଦେଶୀ ଧାନର ଚାଉଳରୁ ପ୍ରସ୍ତୁତ ଅନ୍ନ ।