ଉତ୍ତରାଖଣ୍ଡର ଡେରାଡୁନରେ ବାଦଲଫଟା ବର୍ଷାରେ ଅନେକ କ୍ଷତି ହୋଇଛି । ମୁଖ୍ୟମନ୍ତ୍ରୀ ସମୀକ୍ଷା କରିଛନ୍ତି । ଚାରିଆଡେ ହାହାକାର ପରିସ୍ଥିତି ।