ପୁରୀ ଶ୍ରୀମନ୍ଦିର ଓ ମନ୍ଦିର ନିକଟବର୍ତ୍ତୀ ଅଞ୍ଚଳରେ ଲାଗିବ ଆଣ୍ଟି ଡ୍ରୋନ । କେନ୍ଦ୍ରାଞ୍ଚଳ ଡିଆଇଜି ଡ଼କ୍ଟର ସତ୍ୟଜିତ ନାୟକ ସୂଚନା ଦେଇଛନ୍ତି ।