ଲଗାଣ ବର୍ଷା ଯୋଗୁଁ କଳିଙ୍ଗା ଘାଟିରେ ଭୂସ୍ଖଳନ । ଗଞ୍ଜାମ ଓ କନ୍ଧମାଳ ସୀମାନ୍ତ ଉଭୟ ପଟୁ ରାସ୍ତା ବନ୍ଦ । ଅଟକି ରହିଛି ଶହ ଶହ ଗାଡି ମୋଟର ।