ପରଦାରେ ଅନୁଭବ ମହାନ୍ତିଙ୍କ ସହ 'ଚାରିଧାମ'ରେ ନଜର ଆସିବେ ଅନୁରାଧା ପାଣିଗ୍ରାହୀ । ଫିଲ୍ମର ଭୂମିକା ଓ ଅଭିନୟକୁ ନେଇ ବଖାଣିଲେ ଅନୁଭୂତି ।