ସ୍ୱଳ୍ପକାଳୀନ ମୌସୁମୀ ଅଧିବେଶନରେ ସରକାରଙ୍କୁ ଘେରିବାକୁ ବିରୋଧୀଙ୍କ ସଜବାଜ । କଂଗ୍ରେସ କହିଲା ଆସିବ ଅନାସ୍ଥା ପ୍ରସ୍ତାବ । ବିଜେପି କହିଲା ଆମେ ପ୍ରସ୍ତୁତ ।