କମିବ ଜିଏସଟି, ହସିବ ବୁଣାକାର । ଶସ୍ତା ହେବ ସମ୍ବଲପୁରୀ ପୋଷାକ । ଧନୀରୁ ମଧ୍ୟବିତ୍ତ ସମସ୍ତଙ୍କ ପାଖରେ ବଢିବ ସମ୍ବଲପୁରୀ ବସ୍ତ୍ରର ଆଦର ।