ଆଜିଠୁ ଆରମ୍ଭ ହୋଇଛି ରାଜ୍ୟରେ ପ୍ରଥମ ବୁଲା କୁକୁର ଗଣନା । ୨୫ ତାରିଖ ପର୍ଯ୍ୟନ୍ତ ଦୁଇଟି ପର୍ଯ୍ୟାୟରେ ଚାଲିବ କୁକୁର ଗଣନା ଅଭିଯାନ ।