ନଡ଼ିଆ ତୋଳିବାକୁ ଗଛରେ ଚଢିବା ବେଳେ ଅଘଟଣ । ବିଦ୍ୟୁତ ସଂସ୍ପର୍ଶରେ ଆସି ଯୁବକଙ୍କ ମୃତ୍ୟୁ । ଉଦ୍ଧାରରେ ଅବହେଳା ଯୋଗୁଁ ମାଡ଼ ଖାଇଲେ ଅଗ୍ନିଶମ ବିଭାଗ କର୍ମଚାରୀ ।