ବର୍ଷ ବର୍ଷ ହେଲା ଶିଆଳିଆ ଗାଁର କାହାରି ଘରେ ବନ୍ଧ ନାହିଁ କି କବାଟ ନାହିଁ । ଗାଁ ସୁରକ୍ଷାର ଢାଲ ସାଜିଛନ୍ତି ମା' ଖରାଖାଇ ।