Surprise Me!

ରାଜପଥ ସାଜିଛି କି ମରଣ ପଥ ? NH 53ରେ ୧୦ ବ୍ଲାକସ୍ପଟ, ଦୁର୍ଘଟଣା ନେଉଛି ମୁଣ୍ଡ

2025-09-19 16 Dailymotion

କେନ୍ଦ୍ରାପଡା ଜିଲ୍ଲା ଦେଇ ଯାଇଛି ଜାତୀୟ ରାଜପଥ- NH 53 । 2024ରେ 42 ଦୁର୍ଘଟଣାରେ 28 ଜୀବନ ଯାଇଥିବା ବେଳେ, 2025ରେ ବର୍ତ୍ତମାନ ସୁଦ୍ଧା 11 ଜଣଙ୍କ ମୃତ୍ୟୁ ଘଟିଛି ।

Buy Now on CodeCanyon