Surprise Me!

ବିଶ୍ୱ ଦେଖିଲା ଶିମିଳିପାଳର ବିରଳ କଳା ବାଘ; ନ୍ୟାସନାଲ୍ ଜିଓଗ୍ରାଫିକ୍ କଭରରେ ମେଲାନିଷ୍ଟିକ୍ କଳାବାଘ, ଖୁସି ଜାହିର କଲେ ମୁଖ୍ୟମନ୍ତ୍ରୀ

2025-09-20 41 Dailymotion

ଅନ୍ତର୍ଜାତୀୟ ବନ୍ୟପ୍ରାଣୀ ମଗାଜିନରେ ସ୍ଥାନ ପାଇଲା ମୟୂରଭଞ୍ଜ ଜିଲ୍ଲାର ବନ୍ୟପ୍ରାଣୀ । ବିରଳ ମେଲାନିଷ୍ଟିକ ପ୍ରଜାତିର କଳାବାଘ ପାଇଁ ବିଶ୍ୱ ଦରବାରରେ ପ୍ରଶଂସା ସାଉଁଟିଲା ଶିମିଳିପାଳ ।

Buy Now on CodeCanyon