ଓଡ଼ିଶାର ପାୱାର କରିଡର କୁହାଯାଉଥିବା ଲୋକସେବା ଭବନର ଠିକଣା ବଦଳିବ । ଏନେଇ ଗୃହରେ ଉତ୍ତର ରଖିଛନ୍ତି ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।