ପବିତ୍ର ମହାଳୟା ଅବସରରେ ଶ୍ରୀକ୍ଷେତ୍ର ଚଳଚଞ୍ଚଳ । ଶ୍ରୀମନ୍ଦିର ଉତ୍ତର ଦ୍ଵାର ସମେତ ତୀର୍ଥ ପୁଷ୍କରିଣୀରେ ପିତୃଲୋକଙ୍କୁ ଶ୍ରାଦ୍ଧ ପିଣ୍ତଦାନ କଲେ ହଜାର ହଜାର ଶ୍ରଦ୍ଧାଳୁ ।