Surprise Me!

୨୭ରେ ଝାରସୁଗୁଡ଼ା ଆସୁଛନ୍ତି ପ୍ରଧାନମନ୍ତ୍ରୀ, କରିପାରନ୍ତି ବଡ଼ ଘୋଷଣା !

2025-09-22 1 Dailymotion

ଆସନ୍ତା ୨୭ ତାରିଖରେ ଝାରସୁଗୁଡ଼ାରେ ଆୟୋଜିତ ହେବାକୁ ଥିବା ବିଶାଳ ଯୁବ ସମାବେଶରେ ଯୋଗଦେବେ ପ୍ରଧାନମନ୍ତ୍ରୀ ମୋଦି । ଯୁବକମାନଙ୍କ ପାଇଁ ହୋଇପାରେ କିଛି ବଡ଼ ଘୋଷଣା ।

Buy Now on CodeCanyon