ଏଥିପାଇଁ ମଙ୍ଗଳବାର ଦିନ ୧୦ଟାରୁ ଶ୍ରୀମନ୍ଦିରରେ ଦର୍ଶନ ବନ୍ଦ ରହିବ। ଆନନ୍ଦ ବଜାରରୁ ମହାପ୍ରସାଦ ନେବା ପାଇଁ କେବଳ ଉତ୍ତର ଦ୍ଵାର ଦେଇ ପ୍ରବେଶ କରିବେ ଭକ୍ତ।