ଭୁବନେଶ୍ଵରର ଓଲ୍ଡ ଟାଉନ ସ୍ଥିତ ଶୋଭାରାଣୀ ମହାପାତ୍ର ଏବଂ ତାଙ୍କ ପରିବାର 4 ଦଶନ୍ଧିରୁ ଅଧିକ ସମୟ ଧରି ରାବଣ ପ୍ରସ୍ତୁତି କରୁଛନ୍ତି । ଦଶହରା ଆସିଲେ ଖୋଜା ପଡେ ଏହି ପରିବାର ।