ପଞ୍ଚଭୂତରେ ଲୀନ ହେଲେ ଜୁବିନ ଗର୍ଗ । ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ । ମୁଖାଗ୍ନି ଦେଲେ ସାନ ଉଭଣୀ । ଭାବବିହ୍ୱଳ ପରିବେଶରେ ଦିଆଗଲା ଅନ୍ତିମ ବିଦାୟ ।