ପ୍ରବଳ ବର୍ଷାରେ ସମ୍ବଲପୁରରେ ଜନଜୀବନ ପ୍ରଭାବିତ । ତଳିଆ ଅଞ୍ଚଳ ଜଳମଗ୍ନ । ଘରେ ପଶିଲା ପାଣି । ହୀରାକୁଦ ଡ୍ୟାମ୍ରୁ ଖୋଲିଲା ଗେଟ ।