ବୀମା ଟଙ୍କା ହଡ଼ପ ପାଇଁ ପ୍ରଥମ ପତ୍ନୀଙ୍କୁ ହତ୍ୟା କରିଥିଲା କନେଷ୍ଟବଳ ଦୀପକ ରାଉତ । ବିଧାନସଭାରେ କହିଛନ୍ତି ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ।