Surprise Me!

ବନସୀ କଣ୍ଟା ଗିଳି ତମ୍ପ କଲବଲ, OUATରେ ହେଲା ଅପରେସନ

2025-09-25 37 Dailymotion

ସର୍ଜରୀ ଓ ରେଡ଼ିଓଲୋଜି ବିଭାଗର ଡାକ୍ତର ବିଶ୍ଵଦୀପ ଜେନାଙ୍କ ନେତୃତ୍ୱରେ 5 ଜଣିଆ ଟିମ ଦେଢ଼ ଘଣ୍ଟାର ଅପରେସନ କରି ସାପ ବେକରେ ଫସିଥିବା କଣ୍ଟାକୁ ବାହାର କରିବାର ସଫଳ ହୋଇଛନ୍ତି ।

Buy Now on CodeCanyon