ଡ଼ିଶାର ପାରମ୍ପରିକ ହାତ ବାଦ୍ୟର ଚାହିଦା ବଢୁଛି। ଅନେକ ପୂଜା ମଣ୍ଡପ ପାରମ୍ପରିକ ବାଦ୍ୟ ଯନ୍ତ୍ର ପ୍ରତି ଆଗ୍ରହ ଦେଖାଇବା ସହ ବୁକିଂ ମଧ୍ୟ କରି ସାରିଲେଣି।