ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ । କାଲି ଅବପାତରେ ପରିଣତ ହେବ । 27ରେ ଓଡ଼ିଶା ଅତିକ୍ରମ କରିବ । ବର୍ଷା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ।