Surprise Me!

ଦିନେ ଦାଦନ ଖଟୁଥିଲେ ଏବେ ସ୍ବାବଲମ୍ବୀ, ଅନ୍ୟଙ୍କୁ ଦେଉଛନ୍ତି ରୋଜଗାର

2025-09-25 0 Dailymotion

15 ବର୍ଷ ତଳେ କେରଳ ଓ କର୍ଣ୍ଣାଟକ ଯାଇଥିଲେ ଦାଦନ ଖଟିବାକୁ । ଗାଁକୁ ଫେରି ସମନ୍ୱିତ କୃଷି କରି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି କେନ୍ଦ୍ରାପଡା଼ ରାଜକନିକାର ବିକାଶ ବେହେରା ।

Buy Now on CodeCanyon