ଅବଧି ପୂର୍ବରୁ ମୌସୁମୀ ଅଧିବେଶନ ଶେଷ; ଶାସକ-ବିରୋଧୀଙ୍କ ମଧ୍ୟରେ ବଢିଲା ବୟାନବାଜି
2025-09-26 0 Dailymotion
ଦିନକ ପୂର୍ବରୁ ସରିଲା ମୌସୁମୀ ଅଧିବେଶନ । ଗୃହ ନଚାଲିଲେ ବିଧାନସଭାର ଆବଶ୍ୟକତା କ'ଣ କହିଲା BJD ।ସରକାର ଅଛି କି ନାହିଁ ଲୋକେ ଜାଣିପାରୁନାହାନ୍ତି କହିଲା କଂଗ୍ରେସ । ବିଜେପିର ପ୍ରତିକ୍ରିୟା ।