ବାଲେଶ୍ବର ସହରରେ ପ୍ରଥମ ଥର ପାଇଁ ଦୁର୍ଗା ପୂଜା କରୁଛନ୍ତି ସଫେଇ କର୍ମଚାରୀ । ପୁଣି ଏକାଠି ହେବେ ପାଞ୍ଚଟି ବସ୍ତି ବାସିନ୍ଦା ।