ବିଜେଡି ସରକାର ସମୟରେ କଲେଜ ନିର୍ବାଚନ 8 ବର୍ଷ ବନ୍ଦ ଥିଲା । ମୋହନ ସରକାର ଆସିବାର 15 ମାସ ବିତିଲାଣି, କିନ୍ତୁ ଛାତ୍ର ସଂସଦ ନିର୍ବାଚନ ପ୍ରକ୍ରିିୟା ଆରମ୍ଭ ହେଲାନି ।