ପୁରୀ ଶ୍ରୀମନ୍ଦିରରେ ଦେବୀ ମା' ବିମଳାଙ୍କ ଷୋଡ଼ଶ ପୂଜା ସମୟରେ ଦର୍ଶନ କରନ୍ତି ନାହିଁ ମହିଳା ଭକ୍ତ । ଏପରିକି ଶ୍ରୀମନ୍ଦିରରେ ବିମଳାଙ୍କ ନିକଟରେ ଲାଗି ହୁଏ ମାଛ ଭୋଗ ।