ସାରା ରାଜ୍ୟରେ ଦଶହରା ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ । ଏଥିପାଇଁ ଚଳଚଞ୍ଚଳ ହୋଇ ଉଠିଛନ୍ତି ରାଜଧାନୀର ପୂଜା ମଣ୍ଡପ ଗୁଡ଼ିକ ।