କଟକ ଦୁର୍ଗା ପୂଜା ଓ ଭସାଣି ଉତ୍ସବ ପାଇଁ ମୁତୟନ ୧୨୨ ପ୍ଲାଟୁନ ଫୋର୍ସ । ଅପରାଧୀଙ୍କ ଗତିବିଧି ଉପରେ ନଜର ରଖିବ ଡ୍ରୋନ୍ ।