ଖୁବଶୀଘ୍ର ଆସୁଛି ଓଡ଼ିଆ ଫିଲ୍ମ 'ରାମରାଜ୍ୟ', ପ୍ରେମ ପରିଜା ସମେତ ଏହି ବଲିଉଡ ତାରକା କରିବେ ଡେବ୍ୟୁ
2025-09-30 4 Dailymotion
ବଲିଉଡ ଓ ଓଲିଉଡ କଳାକାରଙ୍କ କେମେଷ୍ଟ୍ରିକୁ ନେଇ ଆସୁଛି ଓଡ଼ିଆ ଫିଲ୍ମ 'ରାମରାଜ୍ୟ'। ମୁଖ୍ୟ ଚରିତ୍ରରେ ନଜର ଆସିବେ ପ୍ରେମ ପରିଜା ଓ ବଲିଉଡ ଅଭିନେତା ରୋହିତ ରୟ ସହ ଅଭିନେତ୍ରୀ କନିକା ମାନ।