ସୃଷ୍ଟି ହେଲା ଘୁର୍ଣ୍ଣିବଳୟ। ଆସନ୍ତାକାଲି ନେବ ଲଘୁଚାପର ରୂପ। ପ୍ରଭାବରେ ୪ ଦିନ ଯାଏ ପ୍ରବଳ ବର୍ଷା ଚେତାବନୀ ଦେଲା ପାଣିପାଗ ବିଭାଗ।