ମହାନବମୀରେ ଲାଗି ହୁଏ ମାଛ ଭୋଗ । ଚାନ୍ଦିନୀଚୌକ ପୂଜା ମଣ୍ଡପରେ ନବମୀରେ ମାଛ ଭୋଗ ଲାଗୁ କରାଯାଏ । ଏହି ଭୋଗକୁ ଲୋକଙ୍କୁ ମାଟି କୁଡ଼ୁଆରେ ବଣ୍ଟାଯାଏ ।